Tuesday, 25 March 2025

ଅଖିଳ ଭାରତୀୟ ପ୍ରତିନିଧି ସଭା

 ଅଖିଳ  ଭାରତୀୟ ପ୍ରତିନିଧି ସଭା-୨୦୨୫


ସଂଘ ଗତ ଏକ ବର୍ଷ ମଧ୍ୟରେ ସାମାଜ ଜୀବନର ବିଶିଷ୍ଟ ସ୍ଥାନରେ ଥିବା ୧.୫ ଲକ୍ଷ ସଜ୍ଜନଶକ୍ତିଙ୍କ ସହ ସଂପର୍କ #rss100#news

https://www.youtube.com/shorts/b_U5IToNihc
ବାଂଲାଦେଶରେ ହିନ୍ଦୁମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି
https://www.youtube.com/shorts/b_U5IToNihc
ଗତ ୧୦୦ ବର୍ଷ ମଧ୍ୟରେ ସମଗ୍ର ଦେଶରେ ସଂଘର କାର୍ଯ୍ୟ ବିସ୍ତାର ହୋଇଛି,ସଂଘର ଶକ୍ତି ବୃଦ୍ଧି ଅର୍ଥ ହେଉଛି ସମାଜ ଶକ୍ତିର ଜାଗରଣ ।
https://www.youtube.com/shorts/KN8Z015e0UY
ଓଡିଶାର କୋରାପୁଟ ଅଂଚଳରେ ସଂଘର ମୋଟ ୧୦୩୧ ଟି ଶାଖା ଅଛି,ଯେଉଁଠାରେ ସମସ୍ତ କାର୍ଯ୍ୟକର୍ତା ଜନଜାତି ଅଂଚଳର ଅଟନ୍ତି  ।
https://www.youtube.com/shorts/gZ2POsuzmAU
ରାଷ୍ଟ୍ରୀୟ ସ୍ବଯଂସେବକ ସଂଘର ସହସରକାର୍ଯ୍ଯବାହ ଶ୍ରୀ ଅରୁଣ କୁମାରଙ୍କ ପ୍ରେସବ୍ରିଫିଂ
https://www.youtube.com/watch?v=qrQ2EewqiNM
ରାଷ୍ଟ୍ରୀୟ ସ୍ବଯଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେଙ୍କ ସାମ୍ବାଦିକ ସମ୍ମିଳନୀ
https://www.youtube.com/watch?v=4R1AsSd19jE

ରାଣୀ ଅବକ୍କାଙ୍କ ବିଶେଷ ଯୋଗଦାନକୁ ସମ୍ମାନିତ କରିବା ପାଇଁ ଏକ ବିବୃତି ଜାରି କରାଯିବ
https://www.facebook.com/viswasambadkendraodisha/videos/1296256328106816/
ଶ୍ରୀ ବିଜୟାଦଶମୀ ୨୦୨୫ରୁ ଶ୍ରୀ ବିଜୟାଦଶମୀ ୨୦୨୬ ପର୍ଯ୍ୟନ୍ତ ସଂଘଶତାବ୍ଦୀ ବର୍ଷରୂପେ ପାଳନ କରାଯିବ।

No comments:

Post a Comment